WA Group Links - Categories: Others

Add your own group in this site.



ଭକ୍ତି ଭାବର ସକାଳ Ƕ
କେବଳ ପ୍ରାଭୂଜୀ ମନେ ଏହି Group re join ହୋଇପାରିବେ ମାତାଯି ନୁହେଁ । Harekrishna prabhuji ???????? ସବୁ ପ୍ରଭୁଯି ମାନଙ୍କୁ ଅନୁରୋଧ ଯଦି ଆପଣ ଙ୍କୁ କୋଉ କାରଣ ଯୋଗୁ । ଶାସ୍ତ୍ର ଜ୍ଞାନ ହେଉ କି Problem group ତରଫରୁ ଆସେ left ହେବା ଆଗରୁ ଥାରୁଟେ ଆମ ସହ ଯୋଗାଯୋଗ କରନ୍ତୁ ଦୟା କରିକି General Chating ରେ ଆମ ସହ ଯୋଗାଯୋଗ କରିପାରିବେ ।। ରାଧେ ରାଧେ ରାଧେ ରାଧେ ???????? ସ୍ଵାଗତ ଭକ୍ତି ଭାବର ସକାଳ କୁ ???????????????????????????? ॐॐॐॐॐॐ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ ଏହି group ରେ ଆପଣ ମାନଙ୍କୁ ଶାସ୍ତ୍ର ଜ୍ଞାନ ଓ ପ୍ରତି ଦିନ ଭାଗବତ ଗୀତା , ପୁରାଣ ଶାସ୍ତ୍ର, ହିନ୍ଦୁ ଧର୍ମ ଦେବା ଦେବୀ ମନ୍ତ୍ର ,ପାଇପାରିବେ join ହେବାକୁ ବିନୀତ ଅନୁରୋଧ। ???????? ରାଧେ ରାଧେ ନିୟନିୟମାବଳୀ* ସବୁ ସଦସ୍ୟ ମାନଙ୍କୁ ଅନୁରୋଧ କରାଯାଉଛି ଯେ କେବଳ group related ଗ୍ରୁପ ସମ୍ବଧିତ ପୋଷ୍ଟ କୁ ଗ୍ରୁପ ରେ ପୋଷ୍ଟ କରନ୍ତୁ | ଅନାବଶ୍ୟକ ଭିଡ଼ିଓ, ଫଟୋ, GIF, ଭଗବାନଙ୍କ ରାଣ ବାଲା ମେସେଜ, Recharge ମିଳିବା ଲିଙ୍କ , ପୋଷ୍ଟ କରିବେ ନାହିଁ l କୌଣସି ଅଦରକାରୀ ସାମଗ୍ରୀର ପ୍ରଚାର ପ୍ରସାର କରନ୍ତୁ ନାହିଁ ଗ୍ରୁପରେ ! ଗ୍ରୁପର ସଦସ୍ୟମାନେ କେହି କାହାରିକୁ ଅସମ୍ମାନ କରନ୍ତୁ ନାହିଁ । ଗ୍ରୁପର ମର୍ଯ୍ୟାଦା ରକ୍ଷା କରନ୍ତୁ ଏବଂ ସମସ୍ତ ସଦସ୍ୟଙ୍କୁ ଉତ୍ତମ ବନ୍ଧୁ ଭାବରେ ଗ୍ରହଣ କରନ୍ତୁ !! ???????????????? Well come ????????????????

In Process... Please Wait a Moments!